ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା, ପ୍ରଶାସନକୁ ସିଧା ନିଶାନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ଼, '୩ ମାସ ହେଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି। ବିଜେଡି ଦଳର ପ୍ରୋତ୍ସାହନରେ ଚାଲିଛି ମହାଜନୀ କାରବାର। ବେଆଇନ ସୁଧ କାରବାର ପାଇଁ ହିଂସାକାଣ୍ଡ ଘଟିଛି।'
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଜେଡିକୁ ଝଟ୍କା, ଅନାସ୍ଥାରେ ହାରିଲେ ବ୍ଲକ୍ ଅଧ୍ୟକ୍ଷା
ଆଜି ବ୍ଲକ୍ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଅନାସ୍ଥା ଭୋଟିଂ ହୋଇଥିଲା। ୨ ବିଧାୟକ, ଢେଙ୍କାନାଳ ସାଂସଦଙ୍କୁ ମିଶାଇ ୬୨ ଜଣ ଅନାସ୍ଥା ଭୋଟ୍ରେ ଅଂଶ ଗ୍ରହଣ କରିଥିଲେ।
Politics
ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ସୁଖବୀର ସିଂହ ବାଦଲଙ୍କ ଇସ୍ତଫା
ଶିରୋମଣି ଅକାଳୀ ଦଳ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ। ଏନେଇ ପଞ୍ଜାବର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ଦଲଜିତ ସିଂହ ଚୀମା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
Politics
ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କଲେ ନିର୍ବାଚନ ଆୟୋଗ
ମହାରାଷ୍ଟ୍ରର ଅମରାବତୀରେ ନିର୍ବାଚନୀ ପ୍ରଚାରକୁ ଯିବା ସମୟରେ ରାହୁଲ ଗାନ୍ଧିଙ୍କ ବ୍ୟାଗ୍ ଯାଞ୍ଚ କରାଯାଇଛି।
Politics
ବୈଜୟନ୍ତ ପଣ୍ଡାଙ୍କୁ କୃତଜ୍ଞତା ଜଣାଇଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ରାଷ୍ଟ୍ରମନ୍ତ୍ରୀ ହର୍ଷଦୀପ ମଲହୋତ୍ରା।
Politics
ସିଙ୍ଗାପୁର ଗସ୍ତରେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଶା ପାଲଟିବ ଶିଳ୍ପପତିଙ୍କ ପ୍ରଥମ ପସନ୍ଦ
ଓଡ଼ିଶାକୁ ବିଦେଶରୁ ଆସିବ ନିବେଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।