ବିଜେଡି ଦଳର ପ୍ରୋତ୍ସାହନରେ ଚାଲିଛି ମହାଜନୀ କାରବାର | Odisha Reporter
ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା, ପ୍ରଶାସନକୁ ସିଧା ନିଶାନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ଼, '୩ ମାସ ହେଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି। ବିଜେଡି ଦଳର ପ୍ରୋତ୍ସାହନରେ ଚାଲିଛି ମହାଜନୀ କାରବାର। ବେଆଇନ ସୁଧ କାରବାର ପାଇଁ ହିଂସାକାଣ୍ଡ ଘଟିଛି।'
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
