Advertisment

'ବେଆଇନ ସୁଧ କାରବାର ପାଇଁ ହିଂସାକାଣ୍ଡ ଘଟିଛି'

ଭୁବନେଶ୍ୱର ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣା, ପ୍ରଶାସନକୁ ସିଧା ନିଶାନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ। କହିଲେ଼, '୩ ମାସ ହେଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି। ବିଜେଡି ଦଳର ପ୍ରୋତ୍ସାହନରେ ଚାଲିଛି ମହାଜନୀ କାରବାର।

Advertisment

ବାହାରିଲା ଭୁବନେଶ୍ବର ଉପକଣ୍ଠ ପଦ୍ମକେଶରୀପୁର ଗୋଷ୍ଠୀ ସଂଘର୍ଷର ମୂଳ କାରଣ । ଗାଁରେ ଚାଲିଥିବା ବେଆଇନ୍ ସୁଧ କାରବାର ପାଇଁ ହିଁ ଗୋଷ୍ଠୀ ବିବାଦ ଭୟଙ୍କର ରୂପ ନେଇଥିବା ପ୍ରଥମେ ଓଡ଼ିଶା ରିପୋର୍ଟରରେ ଖବର ପ୍ରସାରଣ ହୋଇଥିଲା। ଆଉ ଏହା ଉପରେ ମୋହର ଲଗାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସାଂସଦ କହିଲେ଼, '୩ ମାସ ହେଲାଣି ସେଠାରେ ଭୟର ବାତାବରଣ ଲାଗିରହିଛି। ବିଜେଡି ଦଳର ପ୍ରୋତ୍ସାହନରେ ଚାଲିଛି ମହାଜନୀ କାରବାର। ବେଆଇନ ସୁଧ କାରବାର ପାଇଁ ହିଂସାକାଣ୍ଡ ଘଟିଛି।'

Advertisment
Odisha Bhubaneswar Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe