Advertisment

ପ୍ରକ୍ସି ସରପଞ୍ଚ ସାବଧାନ !

ପତ୍ନୀ ସରପଞ୍ଚ କିନ୍ତୁ ପଞ୍ଚାୟତର ସର୍ବେସର୍ବା ସ୍ୱାମୀ।

Advertisment

ପତ୍ନୀ ସରପଞ୍ଚ କିନ୍ତୁ ପଞ୍ଚାୟତ ଦାୟିତ୍ୱ ସମ୍ଭାଳୁଛନ୍ତି ସ୍ୱାମୀ। ସ୍ତ୍ରୀକୁ ସରପଞ୍ଚ କରି କ୍ଷମତା ଉପଭୋଗ କରୁଛନ୍ତି ସ୍ୱାମୀ। କିନ୍ତୁ ଏବେ ଚାଲିବନି ସ୍ୱାମୀଙ୍କ ରାଜ୍ । ଏବେ ସିଧା ସାମ୍ନାକୁ ଆସିବେ ନିଜେ ସରପଞ୍ଚ। ସ୍ତ୍ରୀ ସରପଞ୍ଚ କେବଳ ଦସ୍ତଖତ ଛଡା ଆଉ କିଛି କରନ୍ତି ନାହିଁ। ନାମକୁ ମାତ୍ର ସ୍ତ୍ରୀ ସରପଞ୍ଚ, କାଗଜ କଲମରେ କେବଳ ସ୍ତ୍ରୀ ଜନ ପ୍ରତିନିଧି। ହେଲେ ଏବେ ଏଥିରେ ଲାଗିବ ରୋକ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ପଞ୍ଚାୟତିରାଜ ବିଭାଗ। ପ୍ରକ୍ସି ସରପଞ୍ଚଙ୍କ ପାଇଁ ଲିଙ୍ଗଗତ ଅସମାନତା ଦୂର ସହ ଗଭର୍ଣ୍ଣାନ୍ସ ସହ ମହିଳାଙ୍କୁ ଜଡିତ କରିବା ଲକ୍ଷ୍ୟ ହାସଲ ହୋଇପାରୁ ନାହିଁ। ବହୁ ବିଳମ୍ବ ପରେ ରାଜ୍ୟ ସରକାର ଏହାକୁ ହୃଦବୋଧ କରି ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି।

Advertisment
Odisha Sarpanch
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe