Advertisment

‘ମନ୍ତ୍ରୀ ପାହ୍ୟାକୁ କୋର୍ଟରେ ଚାଲେଞ୍ଜ କରାଯାଇପାରିବ’

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସହଦେବ ସାହୁଙ୍କ ପ୍ରତିକ୍ରିୟା।

author-image
Manoj Swain

ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ପୂର୍ବତନ ପ୍ରଶାସନିକ ଅଧିକାରୀ ସହଦେବ ସାହୁଙ୍କ ପ୍ରତିକ୍ରିୟା। କହିଲେ, ମନ୍ତ୍ରୀ ପାହ୍ୟାକୁ କୋର୍ଟରେ ଚାଲେଞ୍ଜ କରାଯାଇପାରିବ । ତେବେ ସେ ଅଧିକ କଣ କହିଛନ୍ତି ଶୁଣନ୍ତୁ ।  

Advertisment
Vk Pandian Odisha