ଓଡ଼ିଶା ସରକାରଙ୍କ ଇନଷ୍ଟାଗ୍ରାମ୍ ଆକାଉଂଟରୁ ଦଳୀୟ ପ୍ରଚାର କରୁଛନ୍ତି ପାଣ୍ଡିଆନ, ଫେରାଦ ହେଲା ବିଜେପି

ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମ ଓ ପୋର୍ଟାଲକୁ ବିଜେଡି ନେତାମାନେ ଅପବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି

BJP

ବିଜେପି ନେତା

Ordigital Desk
  • Published: Wednesday, 15 May 2024
  • Updated: 15 May 2024, 10:11 PM IST

Sports

Latest News

ନିର୍ବାଚନ ଆଦର୍ଶ ଆଚରଣକୁ ଖୋଲା ଉଲ୍ଲଘଂନ କରି ଓଡ଼ିଶା ସରକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବିଜେଡିର ପ୍ରଚାର ପାଇଁ ଉପଯୋଗ କରାଯାଉଛି । ବିଜେଡି ନେତା ଭୈରବ କାର୍ତ୍ତିକ ପାଣ୍ଡିଆନଙ୍କ ବୟାନର ଏକ ଭିଡିଓକୁ ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମରେ ପ୍ରସାରଣ କରାଯିବା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ଦର୍ଶାଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ଏହାସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ଦାବି କରିଛି ।

ରାଜ୍ୟ ବିଜେପି ମୁଖପାତ୍ର ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ରାଜ୍ୟ ସରକାରଙ୍କ ଇନଷ୍ଟାଗ୍ରାମ ଓ ପୋର୍ଟାଲକୁ ବିଜେଡି ନେତାମାନେ ଅପବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ସତ୍ତ୍ୱେ ବିଜେଡି ନେତାମାନଙ୍କ ଏଭଳି କାର୍ଯ୍ୟକଳାପ ଓଡ଼ିଶାରେ ଅଫିସରମାନଙ୍କ ଶାସନ ଚାଲିଛି ବୋଲି ପ୍ରମାଣିତ ହେଉଛି । ବିଜେଡିର ନେତାମାନେ ସରକାରୀ ପୋର୍ଟାଲ ଓ ସରକାରୀ ଇନଷ୍ଟାଗ୍ରାମରେ ପ୍ରଚାର ପ୍ରସାର କରିବା ନିର୍ବାଚନ ଆଚରଣ ବିରୋଧୀ । ତୁରନ୍ତ ଏହି ପ୍ରଚାରକୁ ବନ୍ଦ କରିବା ସହ ଭିକେ ପାଣ୍ଡିଆନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ଦାବି କରିଛି ।

Also Read

କିଛି ମୁଷ୍ଟିମେୟ ସରକାରୀ ଅଧିକାରୀମାନେ ନିଜ କାର୍ଯ୍ୟ ଛାଡ଼ି ବିଜେଡି ପାଇଁ ପ୍ରଚାର କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକର ଏବିଇଓ ସୁଶାନ୍ତ କୁମାର ବେଉରା ବିଜେଡି ସଭାପତି ସଞ୍ଜୟ କୁମାର ଲେଙ୍କା ଓ ଅନ୍ୟ ବିଜେଡି ନେତାଙ୍କ ସହ ମିଶି ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି । ସେହିପରି ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକଙ୍କ ପାଇଁ ଖୁଲମଖୁଲା ନିର୍ବାଚନ ପ୍ରଚାର କରୁଛନ୍ତି ମହାକାଳପଡ଼ା ବ୍ଲକ ଶିଲିପୁରସ୍ଥିତ ମା\' ତାରିଣୀ ମହାବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଗଙ୍ଗାଧର ଦାସ । ଯାହାର ଫଟୋ ଓ ଭିଡିଓ ପ୍ରମାଣ  ନିର୍ବାଚନ ଆୟୋଗଙ୍କୁ ଦିଆଯାଇଛି । ଏନେଇ ଉଭୟ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ଦାବି କରିଛି ।

ଏହି ପ୍ରତିନିଧିମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଦିଲୀପ ମଲ୍ଲିକ, ଜୟନ୍ତ ଜେନା ଓ ପ୍ରେମଲତା କର ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story