ପାଣ୍ଡିଆନଙ୍କୁ ୩୦ ଜିଲ୍ଲାରୁ ମିଳିଲା ୫୩୯୫୩ଟି ଅଭିଯୋଗ, ୬ମାସ ପରେ ବି ହୋଇପାରିଲାନି ସମାଧାନ

ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତବେଳେ( ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ) ସମସ୍ତ ଜିଲ୍ଲାରୁ ମୋଟ ୫୩୯୫୩ଟି ଅଭିଯୋଗ ମିଳିଛି ।

VK Pandian

5-T ସଚିବ ଭି.କେ ପାଣ୍ଡିଆନ୍‌(ଫାଇଲ ଫଟୋ)

Ordigital Desk
  • Published: Monday, 04 September 2023
  • Updated: 04 September 2023, 09:55 PM IST

ରାଜ୍ୟ ଓ ଜିଲ୍ଲାସ୍ତରରେ ସାଧାରଣ ଲୋକଙ୍କ ଅଭିଯୋଗର ସମାଧାନ ପାଇଁ ଉଦ୍ଦିଷ୍ଟ ବ୍ୟବସ୍ଥାର ସମାନ୍ତରାଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ୩୦ଟି ଜିଲ୍ଲା ଗସ୍ତ କରି ସାଧାରଣ ଲୋକଙ୍କଠୁ ଅଭିଯୋଗ ସଂଗ୍ରହ କରିଛନ୍ତି । ପାଣ୍ଡିଆନଙ୍କ ଭବ୍ୟ ଓ ବ୍ୟୟବହୁଳ ଜିଲ୍ଲା ଗସ୍ତକୁ ନେଇ ବିବାଦ ଥମିବାର ନାଁ ନେଉ ନଥିବାବେଳେ ସମସ୍ତ ୩୦ଟି ଜିଲ୍ଲାରୁ ତାଙ୍କୁ ମୋଟ ୫୩୯୫୩ଟି ଅଭିଯୋଗ ମିଳିଥିବା ଜଣାପଡ଼ିଛି । ଆଉ ଏଥିରୁ ସର୍ବାଧିକ ୬୫୪୮ଟି ଅଭିଯୋଗ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରୁ ମିଳିଥିବାବେଳେ ସର୍ବନିମ୍ନ ୯୧ଟି ଅଭିଯୋଗ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଜିଲ୍ଲାରୁ ମିଳିଛି । ତେବେ ମାତ୍ର ସପ୍ତାହକ ମଧ୍ୟରେ ଅଧିକାଂଶ ଅଭିଯୋଗର ସମାଧାନର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୬ ମାସରୁ ଅଧିକ ଦିନ ବିତିଯିବା ପରେ ବି ନବରଙ୍ଗପୁର, କୋରାପୁଟ, ଗଜପତି, ସୁନ୍ଦରଗଡ଼ ଓ ରାୟଗଡ଼ା ଆଦି ଜିଲ୍ଲାରେ ଶହ ଶହ ଅଭିଯୋଗର ସମାଧାନ ନହୋଇ ପଡ଼ିରହିଛି ।

ସୂଚନା ଅନୁସାରେ, ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତବେଳେ( ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ) ସମସ୍ତ ଜିଲ୍ଲାରୁ ମୋଟ ୫୩୯୫୩ଟି ଅଭିଯୋଗ ମିଳିଛି । ସାଧାରଣ ଲୋକେ ଏସବୁ ଲିଖିତ ଅଭିଯୋଗ କରିଥିଲାବେଳେ ସେଥିରୁ ଆଜି ସୁଦ୍ଧା(ସେପ୍ଟେମ୍ବର ୪ ତାରିଖ) ମୋଟ ୨୨୭୧୮ଟି ଅଭିଯୋଗ ଉପରେ କୌଣସି ସମାଧାନ ହୋଇପାରିନି ।

Also Read

୩୧୨୩୫ଟି ଅଭିଯୋଗ(୫୭.୮୯%)ର ସମାଧାନ ହୋଇଥିବା ସରକାରୀ ଜନଶୁଣାଣି ପୋର୍ଟାଲରୁ ସ୍ପଷ୍ଟ ହୋଇଛି । ତେବେ ଶ୍ରୀ ପାଣ୍ଡିଆନଙ୍କୁ ବିଭିନ୍ନ ଜିଲ୍ଲାକୁ ଭବ୍ୟ ଓ ବ୍ୟୟବହୁଳ ଗସ୍ତବେଳେ ଯେଉଁସବୁ ଅଭିଯୋଗ ମିଳିଥିଲା ସେଥିରୁ ଅଧିକାଂଶର ସମାଧାନ ୭ଦିନ ମଧ୍ୟରେ ହେବ ବୋଲି ନିଜେ ପାଣ୍ଡିଆନ ସମ୍ପୃକ୍ତ ଜିଲ୍ଲାରେ ପବ୍ଲିକ୍ ମିଟିଂରେ ଘୋଷଣା କରିଥିଲେ । ଜିଲ୍ଲା ଓ ରାଜ୍ୟସ୍ତରରେ ଅଭିଯୋଗ ଶୁଣାଣିର ବ୍ୟବସ୍ଥା ଥିବାବେଳେ ପାଣ୍ଡିଆନ ନିଜର ଭବ୍ୟ ଜିଲ୍ଲା ଗସ୍ତ କରି ସାଧାରଣ ଲୋକଙ୍କଠୁ ଅଭିଯୋଗ ସଂଗ୍ରହ ସହ ସାଧାରଣ ଲୋକଙ୍କୁ ସମ୍ବୋଧିତ କରୁଥିଲେ । ଇତିମଧ୍ୟରେ ପାଣ୍ଡିଆନ ନିଜର ଜିଲ୍ଲା ଗସ୍ତ ଶେଷ କରିଛନ୍ତି । ଆଉ ୩୦ଟି ଜିଲ୍ଲା ମଧ୍ୟରୁ କୌଣସି ଗୋଟିଏ ଜିଲ୍ଲାରେ ବି ଅଭିଯୋଗର ଶତପ୍ରତିଶତ ସମାଧାନ ହୋଇପାରିନି ।

ଉଦାହରଣସ୍ୱରୂପ, ଶ୍ରୀ ପାଣ୍ଡିଆନ ମାର୍ଚ୍ଚ ୧୭-୧୮ତାରିଖରେ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଥିଲେ । ସେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ । ଆଉ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କ ଅଭିଯୋଗ ପ୍ରକୋଷ୍ଠ ବାହାରେ ରହି ବିଭିନ୍ନ ବର୍ଗର ଲୋକଙ୍କୁ ଭିତରକୁ ପଠାଉଥିଲେ । ଯାହାକୁ ନେଇ ସେତେବେଳେ ଗଣମାଧ୍ୟମରେ ନୂଆ ବିବାଦ(ଜଣେ ନିର୍ବାଚିତ ପ୍ରତିନିଧିଙ୍କ ଏଭଳି ଅବସ୍ଥାକୁ ନେଇ) ଦେଖାଦେଇଥିଲା । ତେବେ ସେହି ନବରଙ୍ଗପୁର ଜିଲ୍ଲାରୁ ସାଧାରଣ ଲୋକେ ମୋଟ ୩୨୬ଟି ଅଭିଯୋଗ ପାଣ୍ଡିଆନଙ୍କୁ ଦେଇଥିଲେ । ଯେଉଁଥିରୁ ଏବେବି ୭୪ଟି ଅଭିଯୋଗ ଉପରେ କୌଣସି ସମାଧାନ ହୋଇପାରିନି । ଅର୍ଥାତ୍ ୫ମାସ ପରେ ବି ଅଭିଯୋଗର ଶତପ୍ରତିଶତ ସମାଧାନ ସମ୍ଭବପର ହୋଇପାରିନି ।

ସେହିପରି କୋରାପୁଟ ଜିଲ୍ଲାକୁ ଫେବୃୟାରୀ ୪-୫ ତାରିଖରେ ପାଣ୍ଡିଆନ ଗସ୍ତ କରିଥିଲେ । ମୋଟ ୧୯୦ଟି ଅଭିଯୋଗ ସାଧାରଣ ଲୋକେ ଦେଇଥିଲେ ଓ ଏବେ ୬ମାସ ପରେ ବି ୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇପାରିନି । ରାୟଗଡ଼ା ଜିଲ୍ଲାକୁ ଜୁନ୍ ୭-୮ରେ ଯାଇ ମୋଟ ୮୩୬ଟି ଅଭିଯୋଗ ସଂଗ୍ରହ କରିଥିଲେ ଓ ଏଥିରୁ ୧୧୯ଟି ଅଭିଯୋଗ ଏବେବି ସମାଧାନ ନହୋଇ ପଡ଼ିରହିଛି । କଳାହାଣ୍ଡି ଜିଲ୍ଲାକୁ ମେ’ ୧୯-୨୦ତାରିଖରେ ଗସ୍ତ କରି ମୋଟ ୧୯୨୩ଟି ଅଭିଯୋଗ ସଂଗ୍ରହ କରିଥିଲେ । ସେଥିରୁ ଏବେବି ୧୫୬ଟି ଅଭିଯୋଗର ସମାଧାନ ହୋଇପାରିନି । କେନ୍ଦ୍ରାପଡ଼ା ଜିଲ୍ଳାକୁ ଏପ୍ରିଲ ୨୭-୨୮ରେ ଗସ୍ତବେଳେ ସାଧାରଣ ଲୋକଙ୍କ ୫୧୬ଟି ଅଭିଯୋଗ  ପାଇଥିଲେ । ସେଥିରୁ ଏବେବି ୧୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇପାରିନି । ସେହିପରି ବାଲେଶ୍ୱରରୁ ୨୯୨୭ଟି ଅଭିଯୋଗ ମିଳିଥିବାବେଳେ ସେଥିରୁ ୫୪୪ଟି, ସମ୍ବଲପୁରରୁ ୨୮୭୪ଟି ଅଭିଯୋଗରୁ ୮୧୭ଟି, ବରଗଡ଼ରୁ ୩୨୫୯ଟି ଅଭିଯୋଗରୁ ୪୯୫ଟି ଅଭିଯୋଗର ସମାଧାନ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି ।

ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୨୨୫୯ଟି ଅଭିଯୋଗ ପାଣ୍ଡିଆନଙ୍କୁ ମିଳିଥିବାବେଳେ ସେଥିରୁ ୧୭୨୬ଟି ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଇପାରିନି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ସର୍ବାଧିକ ୬୫୪୮ଟି ଅଭିଯୋଗ ପାଣ୍ଡିଆନଙ୍କୁ ମିଳିଥିବାବେଳେ ସେଥିରୁ ୬୨୬୦ଟି ଅଭିଯୋଗ ଏବେବି ପଡ଼ିରହିଛି । ସେହିପରି ଯାଜପୁରରୁ ସର୍ବନିମ୍ନ ୯୧ଟି ଅଭିଯୋଗ ମିଳିଥିଲେ ମଧ୍ୟ ମାତ୍ର ଗୋଟିଏ ଉପରେ ଏପର୍ଯ୍ୟନ୍ତ ପଦକ୍ଷେପ ନିଆଯାଇ ପାରିଛି । ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୪୫୩୫ଟି ଅଭିଯୋଗ ମିଳିଥିଲାେବେଳେ ସେଥିରୁ ଏବେବି ୩୯୦୧ଟି ଅଭିଯୋଗ ଅର୍ଥାତ୍ ୮୬ ପ୍ରତିଶତ ଅଭିଯୋଗ, ପୁରୀରୁ ୩୧୦୨ଟି ଅଭିଯୋଗରୁ ୨୬୮୮ଟି(୮୭ %) ଅଭିଯୋଗର ସମାଧାନ ଏପର୍ଯ୍ୟନ୍ତ ସମ୍ଭବପର ହୋଇପାରିନି ।

ତେବେ ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କଠୁ ଅଭିଯୋଗ ଶୁଣାଣି ନିମନ୍ତେ ଜିଲ୍ଲା ଓ ରାଜ୍ୟସ୍ତରରେ ଆବଶ୍ୟକ ଫୋରମ ଓ ବ୍ୟବସ୍ଥା ରହିଥିଲାବେଳେ ସେସବୁର ସମାଧାନରେ ଯେଭଳି କାଳକ୍ଷେପଣ ନୀତି ଓ ବିଳମ୍ବ ହୁଏ ଅନୁରୂପ ବିଳମ୍ବ ତ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ(ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ)ରେ ମିଳିଥିବା ଅଭିଯୋଗକୁ ନେଇ ହେଉଛି । ତା’ହେଲେ ପାଣ୍ଡିଆନଙ୍କ ଏଭଳି ବ୍ୟୟବହୁଳ ଜିଲ୍ଲା ଗସ୍ତ କରୁଥିଲେ କାହିଁକି? ଫାଇଭ-ଟି କଥା କହୁଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଫାଇଭ-ଟି ସଚିବ ଜିଲ୍ଲାଗସ୍ତବେଳେ ସାଧାରଣ ଲୋକଙ୍କ ଅଭିଯୋଗ ଉପରେ ତ୍ୱରିତ୍ ପଦକ୍ଷେପ ନେବାରେ କାହିଁକି ବିଳମ୍ବ ହେଉଛି । ଗତ ଫେବୃୟାରୀ ମାସରୁ ପାଣ୍ଡିଆନ ବ୍ୟୟବହୁଳ ଜିଲ୍ଲା ଗସ୍ତ ଆରମ୍ଭ କରି ଗତ ୩ଦିନ ତଳେ ସମସ୍ତ ୩୦ଟି ଜିଲ୍ଲା ଗସ୍ତ ଶେଷ କରିଥିଲେ ମଧ୍ୟ କୌଣସି ଗୋଟିଏ ଜିଲ୍ଲାରେ କାହିଁକି ଅଭିଯୋଗର ଶତପ୍ରତିଶତ ସମାଧାନ ସମ୍ଭବପର ହୋଇପାରିନି?

ବିରୋଧୀଙ୍କ ଅଭିଯୋଗରେ ଯଦି ସତ୍ୟତା ଥାଏ ତା’ହେଲେ ସମଗ୍ର ରାଜ୍ୟରୁ ପ୍ରାୟ ୫୪ହଜାର ଅଭିଯୋଗ ସଂଗ୍ରହ ପାଇଁ ପ୍ରାୟ ୫ଶହ କୋଟି ଟଙ୍କା ବ୍ୟୟ କରିବାକୁ ରାଜ୍ୟ ସରକାର ପଛାଇ ନଥିବା ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story