Advertisment

ପାଣ୍ଡିଆନଙ୍କ ସଭାରେ ଜୟ ଶ୍ରୀରାମ

ବହୁ ଛାତ୍ରଛାତ୍ରୀ ଭାଷଣ ମଝିରେ କେବଳ ଜୟ ଶ୍ରୀରାମ, ଜୟ ଶ୍ରୀରାମ କହୁଥିଲେ। ଫଳରେ ପାଣ୍ଡିଆନ ବିସ୍ମିତ ହୋଇ ଭାଷଣ ମଝିରେ କିଛି କ୍ଷଣ ଅଟକି ଯାଇଥିଲେ।

author-image
Manoj Swain

ବ୍ରହ୍ମପୁର ଆମ୍ବପୁଆରେ ଅନୁଷ୍ଠିତ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମକୁ ଆସିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ସେ ଭାଷଣ ଦେବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଜୟ ଶ୍ରୀରାମର ନାରା। ବହୁ ଛାତ୍ରଛାତ୍ରୀ ଭାଷଣ ମଝିରେ କେବଳ ଜୟ ଶ୍ରୀରାମ, ଜୟ ଶ୍ରୀରାମ କହୁଥିଲେ। ଫଳରେ ପାଣ୍ଡିଆନ ବିସ୍ମିତ ହୋଇ ଭାଷଣ ମଝିରେ କିଛି କ୍ଷଣ ଅଟକି ଯାଇଥିଲେ।

Advertisment
Vk Pandian Odisha