ପାଣ୍ଡିଆନଙ୍କ ସଭାରେ ଜୟ ଶ୍ରୀ ରାମ ନାରା | Odisha Reporter
Advertisment
ବ୍ରହ୍ମପୁର ଆମ୍ବପୁଆରେ ଅନୁଷ୍ଠିତ ହୋଇଥିବା ନୂଆ-ଓ କାର୍ଯ୍ୟକ୍ରମକୁ ଆସିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ। ସେ ଭାଷଣ ଦେବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଜୟ ଶ୍ରୀରାମର ନାରା। ବହୁ ଛାତ୍ରଛାତ୍ରୀ ଭାଷଣ ମଝିରେ କେବଳ ଜୟ ଶ୍ରୀରାମ, ଜୟ ଶ୍ରୀରାମ କହୁଥିଲେ। ଫଳରେ ପାଣ୍ଡିଆନ ବିସ୍ମିତ ହୋଇ ଭାଷଣ ମଝିରେ କିଛି କ୍ଷଣ ଅଟକି ଯାଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us