ବିଜେଡି ପ୍ରମାଣ ଦେଲା ଏବେ ବି ପାଣ୍ଡିଆନ ନେତା ନମ୍ବର 2 | Odisha Reporter
ବିଜେଡିର ବିପୁଳ ପରାଜୟ ପରେ ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । ଏପରିକି ତାଙ୍କ ସୋଶାଲ୍ ମଡିଆରେ ସେ ଆଉ ବିଜେଡିରେ ଥିବା ଲେଖୁନାହାଁନ୍ତି । ବିଜେଡି ନେତାମାନେ ଖୋଲାଖୋଲି କହୁଛନ୍ତି ପାଣ୍ଡିଆନ ଦଳ ବୁଡ଼ାଇଦେଲେ । ହେଲେ ବିଜେଡିରେ ଥିବା ପାଣ୍ଡିଆନ ପ୍ରେମୀ କିନ୍ତୁ ତାଙ୍କୁ ଛାଡ଼ିବାକୁ ନାରାଜ । ବିଜେଡି ଓ୍ବେବସାଇଟରେ ନବୀନଙ୍କ ପରେ ଖାଲି ପାଣ୍ଡିଆନଙ୍କ ଫଟୋ । ଏପରିକି ନୂଆ ଟିମ୍ ଗଠନରେ ପାଣ୍ଡିଆନଙ୍କ ଭିତିରି ବଡ଼ ଭୂମିକା ରହିଛି । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
