Advertisment

ବିଜେଡି ଓ୍ବେବସାଇଟରେ ପାଣ୍ଡିଆନଙ୍କ ଫଟୋ

ବିଜେଡି ଓ୍ବେବସାଇଟରେ ନବୀନଙ୍କ ପରେ ଖାଲି ପାଣ୍ଡିଆନଙ୍କ ଫଟୋ । ଏପରିକି ନୂଆ ଟିମ୍ ଗଠନରେ ପାଣ୍ଡିଆନଙ୍କ ଭିତିରି ବଡ଼ ଭୂମିକା ରହିଛି ।

Advertisment

ବିଜେଡିର ବିପୁଳ ପରାଜୟ ପରେ ସକ୍ରିୟ ରାଜନୀତିରୁ ଅବସର ନେଲେ ଭିକେ ପାଣ୍ଡିଆନ । ଏପରିକି ତାଙ୍କ ସୋଶାଲ୍ ମଡିଆରେ ସେ ଆଉ ବିଜେଡିରେ ଥିବା ଲେଖୁନାହାଁନ୍ତି । ବିଜେଡି ନେତାମାନେ ଖୋଲାଖୋଲି କହୁଛନ୍ତି ପାଣ୍ଡିଆନ ଦଳ ବୁଡ଼ାଇଦେଲେ । ହେଲେ ବିଜେଡିରେ ଥିବା ପାଣ୍ଡିଆନ ପ୍ରେମୀ କିନ୍ତୁ ତାଙ୍କୁ ଛାଡ଼ିବାକୁ ନାରାଜ । ବିଜେଡି ଓ୍ବେବସାଇଟରେ ନବୀନଙ୍କ ପରେ ଖାଲି ପାଣ୍ଡିଆନଙ୍କ ଫଟୋ । ଏପରିକି ନୂଆ ଟିମ୍ ଗଠନରେ ପାଣ୍ଡିଆନଙ୍କ ଭିତିରି ବଡ଼ ଭୂମିକା ରହିଛି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha BjD V.k Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe