Advertisment

‘ପାଣ୍ଡିଆନ ବିଜେପି-ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ’

ଓଡ଼ିଶା ଶାସନକୁ ବାହାର ରାଜ୍ୟର ଲୋକଙ୍କୁ ଟେକା ଯାଇପାରିବନି, ଓଡ଼ିଆ ଭାଇମାନେ ଠିକ୍‌ ସମୟରେ ଠିକ୍‌ ଜବାବ ଦେବେ: ପିସିସି

author-image
Jitendra Garnayak

ଭି.କେ ପାଣ୍ଡିଆନ ଚାକିରିରୁ ଭିଆରଏସ୍‌ ନେବା ପରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ବିଜେପି-ବିଜେଡି ଏକ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ପାଣ୍ଡିଆନଙ୍କ VRS ୩ ଦିନରେ କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। କେନ୍ଦ୍ରର ବିଜେପି ସରକାରଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି। ପାଣ୍ଡିଆନ ବିଜେପି-ବିଜେଡିର ପଲିଟିକାଲ ଏଜେଣ୍ଟ ଭାବେ କାମ କରିବେ। 

Advertisment
BjD State Bjp Pradesh Congress Committee PCC President