Advertisment

ଭିଆରଏସ୍‌ ପଛରେ ରହିଛି ଏହି ରହସ୍ୟ!

ଗତକାଲି ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଭି.କେ ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ତାଙ୍କ ଇସ୍ତଫାକୁ ନେଇ ଯେତିକି ଚର୍ଚ୍ଚା, ତା’ଠୁ ଅଧିକ ଚର୍ଚ୍ଚା ଇସ୍ତଫା ପଛର କାରଣ ଏବଂ ପରବର୍ତ୍ତୀ ପଦକ୍ଷେପକୁ ନେଇ ହୋଇଥିଲା।

Advertisment

ଭି.କେ ପାଣ୍ଡିଆନଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । VRS ମଂଜୁରୀର ୧୨ ଘଣ୍ଟା ଭିତରେ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ପାଣ୍ଡିଆନଙ୍କୁ 5T ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ସେ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ସିଧା କାମ କରିବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଛି ନିର୍ଦ୍ଦେଶନାମା ।

Advertisment
5T Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe