ଓଡ଼ିଶାରେ ପାଣ୍ଡିଆନରାଜ୍ ଚାଲିବାକୁ ଦିଆଯିବ ନାହିଁ: କଂଗ୍ରେସ

‘ମୁଖ୍ୟମନ୍ତ୍ରୀ ଜଣେ ସେଚ୍ଛାଚାରୀ ଓ ଗଣତନ୍ତ୍ର ବ୍ୟବସ୍ଥାର ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନାହିଁ ।’

Sarat Patnaik PhotoOR

ପିସିସି ସଭାପତି ଶରତ ପଟ୍ଟନାୟକ

Ordigital Desk
  • Published: Thursday, 21 September 2023
  • Updated: 21 September 2023, 09:36 PM IST

Sports

Latest News

ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡିରୁ ବହିଷ୍କାର କରାଯିବା ପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି । ରାଜ୍ୟରେ ଗଣତନ୍ତ୍ରର ଶାସନ ନାହିଁ । ବାବୁତନ୍ତ୍ରର ଶାସନ ଚାଲିଛି । ଓଡ଼ିଶାରେ ପାଣ୍ଡିଆନ ଶାସନ କି ତାମିଲ ଶାସନ ଚାଲିବାକୁ ଦିଆଯିବ ନାହିଁ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ।

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ ମନ୍ତ୍ରୀ, ବିଧାୟକ, ସାଂସଦମାନେ, ସମସ୍ତେ କ୍ଷମତାଶୂନ୍ୟ । ମୁଖ୍ୟମନ୍ତ୍ରୀ ଜଣେ ସେଚ୍ଛାଚାରୀ ଓ ଗଣତନ୍ତ୍ର ବ୍ୟବସ୍ଥାର ବିରୋଧୀ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର ସୁଯୋଗ ନାହିଁ । ରାଜ୍ୟର ନିର୍ବାଚିତ ପ୍ରତିନିଧିମାନଙ୍କୁ ସାଧାରଣ ଲୋକେ ନିଜ ଦୁଃଖ ଜଣାଇବାକୁ ଗଲାବେଳେ ମନ୍ତ୍ରୀ ଓ ବିଧାୟକମାନେ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି । ଦୀର୍ଘ ୨୩ ବର୍ଷର ଶାସନରେ ଓଡ଼ିଶାକୁ କୌଣସି ସୁଫଳ ମିଳିଲା ନାହିଁ । ସୌମ୍ୟବାବୁ ଏକ ଖବରକାଗଜର ସମ୍ପାଦକ ଭାବେ ରାଜ୍ୟ ଶାସନର ପ୍ରକୃତ ସ୍ଥିତିକୁ ସମ୍ପାଦକୀୟରେ ଲେଖିବା କ'ଣ ଭୁଲ୍‌? ଏହା କ'ଣ ଜନ ବିରୋଧୀ କି ବୋଲି ସେ ପ୍ରଶ୍ନ କରିଥିଲେ । ଯଦି ସୌମ୍ୟବାବୁ ଏତେ ଅନିୟମିତତା କରୁଥିଲେ ତାଙ୍କୁ ନିଜ ଦଳରେ କେମିତି ସାମିଲ କରିଥିଲ? ସେହିପରି ରେମୁଣା ବିଧାୟକଙ୍କ ଦୁର୍ନୀତି କଥା ସରକାରଙ୍କୁ ୪ ବର୍ଷ ପୂର୍ବରୁ ଜଣାଥିଲେ ମଧ୍ୟ କାହିଁକି ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ  ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

Also Read

କଂଗ୍ରେସ ଇସ୍ତାହାର କମିଟି ଅଧ୍ୟକ୍ଷ ପଞ୍ଚାନନ କାନୁନ୍‌ଗୋ କହିଥିଲେ ଯେ, ବିଜେଡିକୁ ମରଣକାଳେ ବିପରୀତ ବୁଦ୍ଧି ଦିଶିଛି । ବିଜେଡି ଏବେ ଯେଉଁ ଢଙ୍ଗରେ କାର୍ଯ୍ୟ କରୁଛି ତାହା ସ୍ପଷ୍ଟ କରୁଛି ଯେ, ବିଜେଡିର ଶେଷ ସମୟ ଆସିଗଲାଣି । ସମ୍ପାଦକୀୟରେ ପ୍ରଶ୍ନ କରିବା କ’ଣ ଜନ ବିରୋଧୀ ତାହା ସେ ଜାଣିପାରୁନାହାନ୍ତି ବୋଲି କହିଛନ୍ତି ।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଗଣେଶ୍ୱର ବେହେରା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଥିଲେ ଯେ, ରାଜ୍ୟରେ ଏବେ ଏକ ଅରାଜକତା ସୃଷ୍ଟି ହୋଇଛି। ସତ କହିଲେ ସରକାର ନାଲି ଆଖି ଦେଖାଉଛନ୍ତିି । କଂଗ୍ରେସ ରାଜ୍ୟ ଶାସନକୁ ଫେରିଲେ ଗଣତନ୍ତ୍ରର ପୁନଃପ୍ରତିଷ୍ଠା ହେବ ବୋଲି ସେ କହିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story