Advertisment

ବିଲ୍ ପାଇଁ ମହାଭାରତ !

ତେଜିଲା ପାରାଦୀପ ରାଜନୀତି ।

author-image
Manoj Swain

ପାରାଦୀପରେ ବିଜେଡିର ଲୋକେ ନେଇଥିବା କାମର ବିଲ୍ କ୍ଲିୟର ହେଉନି ! ଗତ ସରକାରର କାମରେ ଅନେକ ପ୍ରକାର ଦୁର୍ନୀତି ହୋଇଥିବା କହିଲା ବିଜେପି । ବିଲ୍ ବନ୍ଦ ଲାଗି ବିଜେପି ସରକାର ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ବିରୋଧରେ ଆସନ୍ତା ୨୦ ତାରିଖରେ କୁଜଙ୍ଗରେ ପ୍ରତିବାଦ କରିବ ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Paradip