ଚୁଟି ଧରିଦେଇଛି BJP ଛାଟିପିଟି ହେଉଛି BJD ! || Paradip Politics || Naveen Patnaik || Odisha Reporter
Advertisment
ପାରାଦୀପରେ ବିଜେଡିର ଲୋକେ ନେଇଥିବା କାମର ବିଲ୍ କ୍ଲିୟର ହେଉନି ! ଗତ ସରକାରର କାମରେ ଅନେକ ପ୍ରକାର ଦୁର୍ନୀତି ହୋଇଥିବା କହିଲା ବିଜେପି । ବିଲ୍ ବନ୍ଦ ଲାଗି ବିଜେପି ସରକାର ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ବିରୋଧରେ ଆସନ୍ତା ୨୦ ତାରିଖରେ କୁଜଙ୍ଗରେ ପ୍ରତିବାଦ କରିବ ବିଜେଡି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us