Advertisment

'ସରକାରୀ ଟଙ୍କାରେ ଦଳୀୟ ପ୍ରଚାର କରୁଛନ୍ତି ଓଡ଼ିଶା ସରକାର'

ସରକାରୀ ଟଙ୍କାରେ ଦଳୀୟ ପ୍ରଚାର କରୁଛନ୍ତି ଓଡ଼ିଶା ସରକାର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହା କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।

author-image
Manoj Swain

ସରକାରୀ ଟଙ୍କାରେ ଦଳୀୟ ପ୍ରଚାର କରୁଛନ୍ତି ଓଡ଼ିଶା ସରକାର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଏହା କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ସରକାର କ୍ରମାଗତ ଭାବେ ନିଜର ଦଳୀୟ ଚିହ୍ନ (ଶଙ୍ଖ)କୁ ସରକାରୀ କାର୍ଯ୍ୟକ୍ରମରେ ଏବଂ ବିଭିନ୍ନ ଗଣମାଧ୍ୟମର ବିଜ୍ଞାପନ, ରାସ୍ତାରେ ହୋର୍ଡଂ ଓ ଲକ୍ଷ୍ମୀ ବସରେ ପୋଷ୍ଟରମାରି ପ୍ରଚାର ପ୍ରସାର କରୁଛନ୍ତି। 

Advertisment
Odisha BjD Congress Bijaya Patnaik