Advertisment

ଦଳ ୨ ନମ୍ବର ଧନୀ, ମୁଖିଆ ୩ ନମ୍ବର

ଏଡିଆର ରିପୋର୍ଟରେ ବିଜେଡି ଧନୀ ନମ୍ବର ୨ ନମ୍ବର ଓ ନବୀନ ୩ ନମ୍ବର। ରାଜ୍ୟ ଗରିବ ଅଥଚ ମୁଖ୍ୟମନ୍ତ୍ରୀ ଧନୀ। ୩୦ଟି ରାଜ୍ୟ ଭିତରେ ନିଜ ସମ୍ପତ୍ତି ତାଲିକାରେ ନବୀନ ତୃତୀୟ। ଆନ୍ଧ୍ର ଏବଂ ଅରୁଣାଚଳ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନମ୍ୱର। ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।

author-image
Debendra Prusty

ଏଡିଆର ରିପୋର୍ଟରେ ବିଜେଡି ଧନୀ ନମ୍ବର ୨ ନମ୍ବର ଓ ନବୀନ ୩ ନମ୍ବର। ରାଜ୍ୟ ଗରିବ ଅଥଚ ମୁଖ୍ୟମନ୍ତ୍ରୀ ଧନୀ। ୩୦ଟି ରାଜ୍ୟ ଭିତରେ ନିଜ ସମ୍ପତ୍ତି ତାଲିକାରେ ନବୀନ ତୃତୀୟ। ଆନ୍ଧ୍ର ଏବଂ ଅରୁଣାଚଳ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନମ୍ୱର। ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ। 

Advertisment
Odisha BjD Naveen Patnaik Party Fund