ଏଡିଆର ରିପୋର୍ଟରେ ବିଜେଡି ଧନୀ ନମ୍ବର ୨ ନମ୍ବର ଓ ନବୀନ ୩ ନମ୍ବର। ରାଜ୍ୟ ଗରିବ ଅଥଚ ମୁଖ୍ୟମନ୍ତ୍ରୀ ଧନୀ। ୩୦ଟି ରାଜ୍ୟ ଭିତରେ ନିଜ ସମ୍ପତ୍ତି ତାଲିକାରେ ନବୀନ ତୃତୀୟ। ଆନ୍ଧ୍ର ଏବଂ ଅରୁଣାଚଳ ପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନମ୍ୱର। ବିଜେଡି ଦେଶରେ ଦ୍ୱିତୀୟ ଧନୀ ଆଞ୍ଚଳିକ ଦଳ।