Advertisment

ଟୋଟାଲ୍ ଧୋଇଦେଲେ ସୌମ୍ୟ ବାବୁ

ଏହାସହ ୫-ଟି ସଚିବଙ୍କ ହେଲିକପ୍ଟର ବୁଲା ଓ ଅଭିଯୋଗ ଗ୍ରହଣକୁ କଡ଼ା ସମାଲୋଚନା କରିଛନ୍ତି ସୌମ୍ୟ। ଜିଲ୍ଲାରେ ଜିଲ୍ଲାପାଳ ଅଭିଯୋଗ ଗ୍ରହଣ ପାଇଁ ଥିବାବେଳେ କାହିଁକି ହେଲିକପ୍ଟରରେ ବୁଲି ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ହେଲିକପ୍ଟର ଗସ୍ତର ଆନୁମାନିକ ଖର୍ଚ୍ଚ ହିସାବ ୩୦୦ କୋଟି ହେବ ବୋଲି ମଧ୍ୟ ଆକଳନ କରିଛନ୍ତି।

Advertisment

ବିଜେଡିକୁ ହଲାଇ ଦେଇଛି ଦଳୀୟ ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ‘ଆମ ଘରର ହାଲଚାଲ’ ଲେଖା।  ସୌମ୍ୟଙ୍କ ଲେଖା ପ୍ରକାଶିତ ହେବା ପରେ ବିଜେଡିର ହାଲତ ଖରାପ ହୋଇଯାଇଥିବା ଜଣାପଡ଼ୁଛି। ଆଜି ଦୈନିକ ଖବର କାଗଜ ସମ୍ବାଦରେ 'ଆମ ଘରର ହାଲଚାଲ' ସ୍ତମ୍ଭରେ ‘ଜନ୍ମଦିନର ଅନୁଚିନ୍ତା’ ଶୀର୍ଷକ ଲେଖାରେ ସିଧା ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ସୌମ୍ୟ । ୫-ଟି ବନାମ ୫-ମ ଲେଖି କଟାକ୍ଷ କରିଛନ୍ତି। ମନ୍ତ୍ରୀ ବଡ଼ କି ସଚିବ ବଡ଼ ନେଇ ପୂର୍ବରୁ ଉଠାଇଥିବା ପ୍ରସଙ୍ଗକୁ ପୁଣି ଅବତାରଣା କରିଛନ୍ତି। 

Advertisment
Vk Pandian Soumya Ranjan Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe