Advertisment

ଏପଟେ 5Tକୁ ସେପଟେ 7D ଓ 5 ମ

ସୌମ୍ୟ ବାବୁ ଯେଉଁଭଳି ଭାବେ ଏହାକୁ ସମାଲୋଚନା କରିଛନ୍ତି ତାହା ଓଡ଼ିଶା ରାଜନୀତିରେ ସବୁଠାରୁ ବଡ଼ ବୋଲି କୁହାଯାଉଛି ।

author-image
Manoj Swain

ଫାଇବ ଟି ସଚିବଙ୍କୁ କଡ଼ା କାଉଣ୍ଟର ଜାରି ରହିଛି । କେତେବେଳେ ବିଜେପି ତ ଆଉ କେତେବେଳେ କଂଗ୍ରେସ ନେତାମାନେ କଳା ବେଲୁନ ଉଡାଇ ଏବଂ କଳା ପତକା ଦେଖାଇ କରୁଛନ୍ତି ପ୍ରତିବାଦ । ହେଲେ ବିଜେଡି ଭିତରୁ ସୌମ୍ୟ ବାବୁ ଯେଉଁଭଳି ଭାବେ ଏହାକୁ ସମାଲୋଚନା କରିଛନ୍ତି ତାହା ଓଡ଼ିଶା ରାଜନୀତିରେ ସବୁଠାରୁ ବଡ଼ ବୋଲି କୁହାଯାଉଛି ।

Advertisment
Odisha Politics 5T