ଏପଟେ 5Tକୁ ସେପଟେ 7D ଓ 5 ମ | Soumya And Pradeep Attack On 5t Model |Odisha Reporter
Advertisment
ଫାଇବ ଟି ସଚିବଙ୍କୁ କଡ଼ା କାଉଣ୍ଟର ଜାରି ରହିଛି । କେତେବେଳେ ବିଜେପି ତ ଆଉ କେତେବେଳେ କଂଗ୍ରେସ ନେତାମାନେ କଳା ବେଲୁନ ଉଡାଇ ଏବଂ କଳା ପତକା ଦେଖାଇ କରୁଛନ୍ତି ପ୍ରତିବାଦ । ହେଲେ ବିଜେଡି ଭିତରୁ ସୌମ୍ୟ ବାବୁ ଯେଉଁଭଳି ଭାବେ ଏହାକୁ ସମାଲୋଚନା କରିଛନ୍ତି ତାହା ଓଡ଼ିଶା ରାଜନୀତିରେ ସବୁଠାରୁ ବଡ଼ ବୋଲି କୁହାଯାଉଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us