ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ ପିସିସି

ଆଗୁଆ ଟିକେଟ ପ୍ରଦାନ ପାଇଁ ଆଜି କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା, ଯେଉଁଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ।

Congress Meeting

ପ୍ରଦେଶ କଂଗ୍ରେସ କମିଟି ମିଟିଂ

Niharika Rout
  • Published: Monday, 19 February 2024
  • Updated: 19 February 2024, 02:57 PM IST

Sports

Latest News

ମାର୍ଚ୍ଚ ପହିଲାରେ ପ୍ରଥମ ପର୍ଯ୍ୟାୟ ଟିକେଟ୍ ଘୋଷଣା କରିବ ପ୍ରଦେଶ କଂଗ୍ରେସ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭୦ଟି ଟିକେଟ ଘୋଷଣା କରାଯିବ ବୋଲି ଆଜି ପ୍ରଦେଶ ନିର୍ବାଚନ କମିଟି ବୈଠକ ଅବସରରେ ପିସିସି ସଭାପତି ଶତର ପଟ୍ଟନାୟକ ସୂଚନା ଦେଇଛନ୍ତି।

ଆଗୁଆ ଟିକେଟ ପ୍ରଦାନ ପାଇଁ ଆଜି କଂଗ୍ରେସ ପିଇସି କମିଟି ବୈଠକ ବସିଥିଲା, ଯେଉଁଥିରେ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଥିଲେ। ପ୍ରଗମନ ଆପ୍‌ରେ ଆବେଦନ କରିଥିବା ଆଶାୟୀଙ୍କ ବିଷୟରେ ଆଲୋଚନା ହୋଇଥିଲା, ଯେଉଁଥିରେ ବିଧାୟକ ପାଇଁ ୩ ହଜାର, ସାଂସଦ ପାଇଁ ୭୦୦ ଜଣ ଆଶାୟୀ ଆବେଦନ କରିଛନ୍ତି।

Also Read

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଓଡ଼ିଶାର କେଉଁ ସ୍ଥାନରୁ କେଉଁ ପ୍ରାର୍ଥୀ ଛିଡ଼ା ହେବେ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଛି। AICC କମିଟି ମେମ୍ବର ବି ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ପ୍ରସ୍ତୁତ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଦିଲ୍ଲୀ ସ୍କ୍ରିନିଂ କମିଟି ସମ୍ମୁଖରେ ଉପସ୍ଥାପିତ କରାଯିବ ।

 କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷତାରେ କମିଟି ବସିଛି। କମିଟି ବୈଠକରେ ଚୂଡ଼ାନ୍ତ ହୋଇଥିବା ଆଶାୟୀଙ୍କ ନାଁ ଏଆଇସିସିକୁ ସୁପାରିସ କରାଯିବ। ଚୂଡ଼ାନ୍ତି ନିଷ୍ପତ୍ତି AICC ନେବ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story