Advertisment

ରାଜ୍ୟ ସରକାରଙ୍କ ପୋଲ ଖୋଲିଦେଲେ ଜନତା

କେଉଁଠି ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ତ ପୁଣି କେଉଁଠି ଚାଷ ପାଇଁ ହନ୍ତସନ୍ତ ଚାଷୀ।

Advertisment

ନିମାପଡ଼ାବାସୀଙ୍କୁୁ ଆଉ ଠକି ପାରିବେନି ନେତା, ଏଥର ବୁଝି ସାରିଲେଣି ଜନତା । କେଉଁଠି ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ତ ପୁଣି କେଉଁଠି ଚାଷ ପାଇଁ ହନ୍ତସନ୍ତ ଚାଷୀ। ଗୁହାରି କରି କରି ଥକି ପଡ଼ିଲେଣି କିନ୍ତୁ ଆବାସ ଯୋଜନାରେ ଘର ଖଣ୍ଡେ ମିଳୁନି। ଏଠି କହିବେ କାହାକୁ ଶୁଣିବେ କିଏ ? କିନ୍ତୁ ଏଥର ତାତିଗଲେଣି ନିମାପଡ଼ା ଲୋକେ, ନେତା ଆସିଲେ, ଦେବେ ପାନେ। ଓଡ଼ିଶା ରିପୋର୍ଟରର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି ଜରିଆରେ ଶଗଡ଼ା ଗାଁ ଲୋକେ କହିଲେ, ନେତାଙ୍କ କଥା। 

Advertisment
Odisha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe