ଯୋଗାଣ ମନ୍ତ୍ରୀ କହିଥିଲେ ଯେ ଆଳୁ ସଙ୍କଟକୁ ଗୋଟିଏ ଚୁଟ୍କିରେ ଦୂର କରି ଦେବୁ। କେବେ କହିଲେ ଉତ୍ତର ପ୍ରଦେଶରୁ ଆଳୁ ଆସୁଛି ତ ଆଉ କେତେବେଳେ କହିଲେ ପଞ୍ଜାବରୁ ଆଳୁ ଆସୁଛି। କେଉଁ ଦିନ କହିଦେବେ ଯେ ଆମେରିକାରୁ ଆଳୁ ଆସିବ। ଚାରି ମାସ ପରେ ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଯାଇଛି। ତା’ ସହିତ ଏ ସରକାରର ଅପାରଗତା ପଦାରେ ପଡ଼ିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Guest Column
ରାଜନୀତିର ପଶାପାଲିରେ ମହିଳାଙ୍କ ଭୋଟ୍ ଏବେ ମୁଖ୍ୟ ଆକର୍ଷଣ
ଭାରତୀୟ ନିର୍ବାଚନଗୁଡ଼ିକରେ ଗତ ପ୍ରାୟ ଦୁଇ ଦଶନ୍ଧି ହେଲା ଦେଖାଯାଉଛି ଯେ, ଭୋଟଦାନରେ ମହିଳାମାନଙ୍କ ଭାଗୀଦାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ଭାରତୀୟ ସମ୍ବିଧାନରେ ନାରୀ ଓ ପୁରୁଷର ସବୁ କ୍ଷେତ୍ରରେ ସମାନ ଅଧିକାର ସହିତ ଭୋଟ୍ ଦାନରେ ସମସ୍ତଙ୍କର ଗୋଟିଏ ଭୋଟର ଯେଉଁ ବ୍ୟବସ୍ଥା ରହିଛି, ସେଥିରେ ମହିଳାମାନଙ୍କୁ ଯେକୌଣସି ଦଳ ବା ସରକାର ଆକର୍ଷିତ କରିବା ପାଇଁ କିପରି ବ୍ୟବସ୍ଥା କରିପାରୁଛି ତାହା ଉପରେ ଅନେକ ସ୍ଥାନରେ ଭୋଟ୍ ଫଳାଫଳ ନିର୍ଭର କରୁଛି।
Politics
ସଂସଦରେ ସମ୍ବିଧାନ ଉପରେ ହେବ ବିତର୍କ
ସର୍ବଦଳୀୟ ବୈଠକରେ ହେଲା ନିଷ୍ପତ୍ତି। ଦୁଇ ଦିନ ଲୋକସଭାରେ ଓ ଦୁଇ ଦିନ ରାଜ୍ୟସଭାରେ ସମ୍ବିଧାନ ଉପରେ ହେବ ବିତର୍କ।
Politics
ମହାରାଷ୍ଟ୍ରରେ ହାଇଡ୍ରାମା, ସିନ୍ଦେଙ୍କ ଲୁଚକାଳି ଖେଳ ଜାରି
ଦେହ ଅସୁସ୍ଥ ଥିବା ଦର୍ଶାଇ ମହାୟୁତି ବୈଠକକୁ ଆସିଲେନି ସିନ୍ଦେ। ସେପଟେ ବିଜେପିର ଶୀର୍ଷ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଗସ୍ତରେ ଅଜିତ ପାୱାର।
Politics
ବିଜେଡି ଛାଡ଼ି ବିଜେପିରେ ମିଶିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ
ପୂର୍ବତନ ବିଧାୟକ ଦେବୀ ମିଶ୍ରଙ୍କୁ ଲାଗିଛି ବଡ଼ ଝଟକା।