Advertisment

‘ଲୋକେ କହିବା ଆରମ୍ଭ କଲେଣି ଯେ ଆଳୁ ମନ୍ତ୍ରୀଙ୍କୁ ପାଖରେ ପାଇଲେ ଚୋପା ଛଡ଼ାଇଦେବୁ’

‘ନିର୍ଦ୍ଦିଷ୍ଟ ଭାବେ ସେ (ଯୋଗାଣ ମନ୍ତ୍ରୀ) କହିଥିଲେ ଯେ ଉତ୍ତର ପ୍ରଦେଶରୁ ଏକ ଟ୍ରେନ୍‌ରେ ଆଳୁ ଆସୁଛି। ୪ ମାସ ହେଲାଣି ସେ ଟ୍ରେନ୍ ଭୁବନେଶ୍ୱରରେ ପହଞ୍ଚିଲାନି। ସେ ଟ୍ରେନ୍ ବାଟରେ କେଉଁଠି ରହିଗଲା।’

author-image
Jitendra Garnayak

ଯୋଗାଣ ମନ୍ତ୍ରୀ କହିଥିଲେ ଯେ ଆଳୁ ସଙ୍କଟକୁ ଗୋଟିଏ ଚୁଟ୍‌କିରେ ଦୂର କରି ଦେବୁ। କେବେ କହିଲେ ଉତ୍ତର ପ୍ରଦେଶରୁ ଆଳୁ ଆସୁଛି ତ ଆଉ କେତେବେଳେ କହିଲେ ପଞ୍ଜାବରୁ ଆଳୁ ଆସୁଛି। କେଉଁ ଦିନ କହିଦେବେ ଯେ ଆମେରିକାରୁ ଆଳୁ ଆସିବ। ଚାରି ମାସ ପରେ ପୁଣି ରାଜ୍ୟରେ ଆଳୁ ସଙ୍କଟ ଦେଖାଯାଇଛି। ତା’ ସହିତ ଏ ସରକାରର ଅପାରଗତା ପଦାରେ ପଡ଼ିଛି ବୋଲି କହିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ। 

Advertisment
Potato