Advertisment

ଡେଲି ହେବ ନବୀନ ନାଟକ!

ଗାଁ ଗାଁରେ, ସାହି ସାହିରେ, ଗଳି ଗଳିରେ ହେବ ନବୀନ ନାଟକ! ଏହି ଯୋଜନାରେ ଏତିକି ଖାଇଗଲେ ସରକାର, ଏମିତି କରିଛନ୍ତି କାମ...ବିଆରଏସ ଲୋକଙ୍କୁ ବୁଝାଇବ ନାଟକ ମାଧ୍ୟମରେ। ନବନିର୍ମାଣ କୃଷକ ସଙ୍ଗଠନର ହେବ ପୂର୍ଣ୍ଣ ବିନିଯୋଗ। ପ୍ରତି ଜିଲ୍ଲାରେ ଦଳରେ ରହିବେ ୧୦୦ ଜଣ ହୋଲ୍ ଟାଇମର୍।

Naveen Patnaik Brs KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe