Advertisment

ଏବେ ଭାଇନା କରିବେ କ’ଣ ?

ନିମାପଡାର ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୁଦ୍ଧରେ ହାଇକୋର୍ଟରେ ଦାଖଲ ହୋଇଛି ପିଟିସନ।

author-image
Manoj Swain

ନିମାପଡାର ବିଜେଡି ବିଧାୟକ ସମୀର ରଞ୍ଜନ ଦାଶଙ୍କ ବିରୁଦ୍ଧରେ ହାଇକୋର୍ଟରେ ଦାଖଲ ହୋଇଛି ପିଟିସନ। ପୁରୀ ଜିଲ୍ଲା 11ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଥିବା ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣା ଏବେ ପୁଣି ଥରେ ତେଜିଛି । ଏହି ଘଟଣାକୁ ନେଇ ଧର୍ମେନ୍ଦ୍ର ସାହୁଙ୍କ ବନ୍ଧୁ ହାଇକୋର୍ଟରେ ବିଧାୟକଙ୍କ ବିରୋଧରେ ଦାଖଲ କରିଛନ୍ତି ଏକ ପିଟିସନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Samir Dash