Advertisment

ମୋଦିଙ୍କ ଭବିଷ୍ୟବାଣୀ ସତ କରିବାକୁ ବିଜେଡି ଭିତରେ ଯୋଜନା !

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିର୍ବାଚନ ଗସ୍ତବେଳେ ଭବିଷ୍ୟବାଣୀ କରିଥିଲେ 6 ମାସ ମଧ୍ୟରେ ବିଜେଡିରେ ବଡ଼ ବିସ୍ଫୋରଣ ହେବ ବୋଲି ସେ କଥା ବର୍ତ୍ତମାନ ସତ ହେବାକୁ ଯାଉଛି ।

author-image
Manoj Swain

ଲଗାମ ଛଡା ହୋଇଗଲାଣି ବିଜେଡି ! ଆସ୍ତେ ଆସ୍ତେ ଛତ୍ରଭଙ୍ଗ ଦେବା ଆରମ୍ଭ କଲେଣି ନେତା। 2 ମାସ ତଳେ ସକ୍ରିୟ ଥିବା ବିଜେଡି ଆଜି ପୁରା ନିସ୍କ୍ରୟ ହେବାରେ ଲାଗିଲାଣି। କିଏ କାହର କଥା ଶୁଣିବାକୁ ନାରାଜ। ନବୀନଙ୍କ କଣ୍ଟ୍ରୋଲରୁ ଆସ୍ତ ଆସ୍ତେ ଖସିବା ଆରମ୍ଭ କାଲଣି ଦଳ। ଯେମିତି ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ନିର୍ବାଚନ ଗସ୍ତବେଳେ ଭବିଷ୍ୟବାଣୀ କରିଥିଲେ 6 ମାସ ମଧ୍ୟରେ ବିଜେଡିରେ ବଡ଼ ବିସ୍ଫୋରଣ ହେବ ବୋଲି ସେ କଥା ବର୍ତ୍ତମାନ ସତ ହେବାକୁ ଯାଉଛି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha Narendra Modi