Advertisment

ମୋଦିଙ୍କୁ କାହିଁକି ଜନ୍ମଦିନ ଶୁଭେଚ୍ଛା ଜଣାଇଲେନି ନବୀନ ?

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିଲେ ଓଡ଼ିଶା ମାଟିରେ ।

author-image
Manoj Swain
ଅଦ୍ୟତନ ହୋଇଛି

ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନ ପାଳିଲେ ଓଡ଼ିଶା ମାଟିରେ । ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ 3 ରୁ 4 ଘଣ୍ଟା ବିତାଇଲେ ଭୁବନେଶ୍ବରରେ । ହେଲେ ମୋଦିଙ୍କ ପୁରୁଣା ବନ୍ଧୁ ନବୀନ ଭୁଲିଗଲେ ତାଙ୍କୁ ଜନ୍ମଦିନର ଶୁଭେଛା ଜଣାଇବାକୁ । ଏ ସାମାନ୍ୟ ସୌଜନ୍ୟତା କେମିତି ଭୁଲିଗଲେ ନବୀନ ତାକୁ ନେଇ ପ୍ରଶ୍ନ । ନବୀନଙ୍କ କୌଣସି ସୋଶାଲ୍ ମିଡିଆ ପେଜରେ ନାହିଁ ମୋଦିଙ୍କୁ ଶୁଭେଚ୍ଛାର ବାର୍ତ୍ତା

Advertisment
Odisha Naveen Patnaik PM Modi