କାହିଁକି କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି ? 

ମହାରାଷ୍ଟ୍ର ସୋଲାପୁରରେ ଏକ ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ବଳ ହୋଇପଡ଼ିଥିଲେ।

Manoj Swain
  • Published: Saturday, 20 January 2024
  • Updated: 20 January 2024, 06:46 PM IST

Sports

Latest News

ଶୁକ୍ରବାର ଦିନ ମହାରାଷ୍ଟ୍ର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମହାରାଷ୍ଟ୍ର ସୋଲାପୁରରେ ଏକ ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ବଳ ହୋଇପଡ଼ିଥିଲେ। ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ନିଜ ପିଲାବେଳ କଥା ମନେ ପକାଇ କାନ୍ଦ କାନ୍ଦ ହୋଇ ପଡ଼ିଥିଲେ। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos