କାହିଁକି କାନ୍ଦିଲେ ପ୍ରଧାନମନ୍ତ୍ରୀ ମୋଦି ? | Odisha Reporter
Advertisment
ଶୁକ୍ରବାର ଦିନ ମହାରାଷ୍ଟ୍ର ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ମହାରାଷ୍ଟ୍ର ସୋଲାପୁରରେ ଏକ ସଭାରେ ଉପସ୍ଥିତ ଲୋକଙ୍କୁ ସମ୍ବୋଧନ କରିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବବିହ୍ବଳ ହୋଇପଡ଼ିଥିଲେ। ତାଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଇଥିଲା। ନିଜ ପିଲାବେଳ କଥା ମନେ ପକାଇ କାନ୍ଦ କାନ୍ଦ ହୋଇ ପଡ଼ିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us