Advertisment

ଲାଲୁଙ୍କୁ ମୋଦୀଙ୍କ କଡ଼ା ଜବାବ

ସୋମବାର ଦିନ ତେଲଙ୍ଗାନାର ଆଦିଲାବାଦରେ ଏକ ରାଲିରେ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

‘ମୋ ଜୀବନ ଏକ ଖୋଲା ବହି। ଦେଶର ୧୪୦ କୋଟି ଲୋକ ହେଉଛନ୍ତି ମୋ ପରିବାର। ଆଜି ଦେଶର କୋଟି କୋଟି ଝିଅ, ମା ଓ ଭଉଣୀ ହେଉଛନ୍ତି ମୋଦି ପରିବାରର ସଦସ୍ୟ। ଦେଶର ପ୍ରତ୍ୟେକ ଗରିବ ଲୋକ ହେଉଛନ୍ତି ମୋ ପରିବାର। ଯାହାର କେହି ନାହାନ୍ତି ସେମାନେ ମୋଦିଙ୍କର ଓ ମୋଦି ସେମାନଙ୍କର। ସେମାନେ କହନ୍ତି, ମୁଁ ମୋଦି ପରିବାରର।’ ସୋମବାର ଦିନ ତେଲଙ୍ଗାନାର ଆଦିଲାବାଦରେ ଏକ ରାଲିରେ ଏହି କଥା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଖନ୍ତୁ ପୂରା ରିପୋର୍ଟ।

Advertisment
Lalu Prasad Yadav Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe