Advertisment

କେରଳରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ, ଫୁଲ ବର୍ଷା କଲେ ଲୋକେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ ମିଶନ ଜାରି ।

author-image
Manoj Swain
ଅଦ୍ୟତନ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ ମିଶନ ଜାରି । ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି । ଆଜି କେରଳ ଯାଇ ପଲକ୍କଡରେ ଏକ ବିଶାଳ ରୋଡ ସୋ କରିଛନ୍ତି, ଏହାସହ ତାମିଲନାଡୁର ସାଲେମରେ ମଧ୍ୟ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ମୋଦି। 

Advertisment
Narendra Modi PM Modi Kerala