ଅଦ୍ୟତନ ହୋଇଛି
କେରଳରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା | PM Modi Roadshow In Kerla | Election 2024 | Odisha Reporter
Advertisment
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଥ ମିଶନ ଜାରି । ତିନି ଦିନ ଧରି ଦକ୍ଷିଣ ଭାରତର ସବୁ ରାଜ୍ୟରେ ନିର୍ବାଚନୀ ରାଲି କରିଛନ୍ତି ମୋଦି । ଆଜି କେରଳ ଯାଇ ପଲକ୍କଡରେ ଏକ ବିଶାଳ ରୋଡ ସୋ କରିଛନ୍ତି, ଏହାସହ ତାମିଲନାଡୁର ସାଲେମରେ ମଧ୍ୟ ସାଧାରଣ ସଭାରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି ମୋଦି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us