ବିଜେପିକୁ ଚାଲିଯିବେ ବିଜେଡି ମହିଳା ଭୋଟର ! | Odisha Reporter
Advertisment
ବିଜେପି ଟାଣି ନେବ କି ମହିଳାଙ୍କ ଭୋଟ୍ ? ଫେବ୍ରୁଆରୀ ୧୦ତାରିଖରେ ବିଜେପି ଆୟୋଜନ କରୁଛି ବିଶାଳ ମହିଳା ସମାବେଶ। ସମାବେଶରେ ଯୋଗଦେଇ ମହିଳାଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି। ବିଜେଡି କହୁଛି ବିଜୁ ବାବୁ ହିଁ ମହିଳାଙ୍କୁ ଦେଇଥିଲେ ସମ୍ମାନ ଆଉ ପ୍ରାଧାନ୍ୟ। ମଧ୍ୟପ୍ରଦେଶ, ଛତିଶଗଡ଼ରେ ମହିଳା ଭୋଟରଙ୍କୁ ମନାଇ, ସେମାନଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଯୋଜନା କରି କ୍ଷମତାକୁ ହାତେଇଥିବା ବିଜେପି ଏବେ ଓଡ଼ିଶାର ମହିଳା ଭୋଟରଙ୍କ ଉପରେ ଫୋକସ କରିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us