Advertisment

କଲିକତାରୁ କିଛି କଲ ଆସିଥିଲା କି ?

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକସଭାରେ ନିଜର ପକ୍ଷ ରଖିଥିଲେ। ପ୍ରଧାନମନ୍ତ୍ରୀ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ।

author-image
Manoj Swain

କେନ୍ଦ୍ର ସରକାରଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଲୋକସଭାରେ ନିଜର ପକ୍ଷ ରଖିଥିଲେ। ପ୍ରଧାନମନ୍ତ୍ରୀ ଆରମ୍ଭରୁ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ବରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଛି। ୨୦୧୮ରେ ସେମାନେ ଆଣିଥିଲେ। ୨୦୧୯ ରେଜଲ୍ଟ କ’ଣ ହେଲା, ସେକଥା ସମସ୍ତେ ଜାଣିଛନ୍ତି। ୨୦୨୩ରେ ପୁଣି ଅନାସ୍ଥା ଆସିଛି। ୨୦୨୪ରେ ଏନଡିଏ ରେକର୍ଡ ବିଜୟ ସହ ପୁଣି କ୍ଷମତାକୁ ଆସିବ ବୋଲି ମୋଦି କହିଛନ୍ତି। 

Advertisment
Narendra Modi Parliament No Confidence Motion