Advertisment

ଅନୁଗୋଳର ଦିବ୍ୟାଙ୍ଗ ଯୁବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି

ଉଦାହରଣ ସାଜିଲେ ଅନୁଗୋଳର ଦିବ୍ୟାଙ୍ଗ ଯୁବକ ଅଂଶୁମାନ ମହାପାତ୍ର।

Advertisment

ଉଦାହରଣ ସାଜିଲେ ଅନୁଗୋଳର ଦିବ୍ୟାଙ୍ଗ ଯୁବକ ଅଂଶୁମାନ ମହାପାତ୍ର। ଗତକାଲି ଅନୁଗୋଳ ଠାରେ ଆୟୋଜିତ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ ସମୟରେ ଅଂଶୁମାନଙ୍କୁ ପ୍ରଶଂସା କରିଥିଲେ। ଭୋଟ ଦେବାକୁ ଯାଉନଥିବା ଲୋକମାନଙ୍କୁ ଅଂଶୁମାନଙ୍କ ଉଦାହରଣ ଦେଇ ମୋଦି କହିଥିଲେ, ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଓ ପ୍ରବଳ ଗରମ ସତ୍ତ୍ୱେ ସେ ଏହି ରାଲିକୁ ଆସିଛନ୍ତି। ଏହି ସ୍ନେହ ପାଇଁ ମୁଁ କୃତଜ୍ଞ ଏବଂ ଲୋକଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ମୋତେ ଆହୁରି କଠିନ ପରିଶ୍ରମ କରିବାକୁ ଏହା ପ୍ରୋତ୍ସାହିତ କରିବ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
PM Modi Bjp Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe