Advertisment

ମୋଦିଙ୍କ ଗସ୍ତକୁ ନେଇ ଆରମ୍ଭ ହୋଇଛି ରାଜନୀତି

ଯେଉଁଦିନ ମୋଦି ଆସୁଛନ୍ତି, ସେଇଦିନ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ।

author-image
Manoj Swain

ବିଜେଡି- ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ମୋଦିଙ୍କ ଓଡ଼ିଶା ଗସ୍ତ ନୂଆ ଆଲୋଚନା ପାଇଁ ଖୋରାକ୍ ଯୋଗାଉଛି। ମାର୍ଚ୍ଚ 5 ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ସେଇଦିନ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜୟନ୍ତୀ। ତେବେ ଓଡ଼ିଶା ରାଜନୀତିରେ ବଡ଼ ପ୍ରଭାବ ପଡିପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି।

Advertisment
Bjp Odisha Narendra Modi