ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲରେ ଓଡ଼ିଆ ଜାତିର ଆରଧ୍ୟା ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଲେ । ପ୍ରଥମେ ସରକାରୀ ସଭା ପରେ ବିଜେପିର ସାଧାରଣ ସଭା । ଜିପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କ ଭିତରୁ ଏଣ୍ଟ୍ରି ମାରିଲେ ମୋଦି । ନିର୍ବାଚନ ଋତୁରେ ମୋଦିଙ୍କ ଆଗମନ ଅନେକ ଆଶା-ଆକାଂକ୍ଷା ଏବଂ ଭବିଷ୍ୟତକୁ ନେଇ ଶଙ୍କା ବଢାଉଥିଲା । ଆଉ ଚଣ୍ଡିଖୋଲର ବେଣାପୁର ପଡିଆରେ ପ୍ରଧାନମନ୍ତ୍ରୀ ପରିବାରବାଦ କଥାକୁ ନେଇ ଇଣ୍ଡି ମେଣ୍ଟ ଉପରେ ବର୍ଷିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନିଜକୁ ଧିକାର୍ କଲେ ସୌମ୍ୟ, କହିଲେ ବିଜେଡିରେ ମିଶିଥିବାରୁ ଲଜ୍ଜିତ
ନବୀନ ପଟ୍ଟନାୟକ ଜଣେ ଅଦ୍ଭୂତ ପ୍ରେମକାହାଣୀର ନାୟକ। ଯାହାଙ୍କୁ ଓଡ଼ିଶାବାସୀ ଏତେ ଭଲପାଇବା ଦେଲେ, କିନ୍ତୁ ତା’ର ରିଟର୍ଣ୍ଣ ଗିଫ୍ଟ ସେ କ’ଣ ଦେଲେ? ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଦ୍ୱାରା ଲିଖିତ ପୁସ୍ତକର ଉନ୍ମୋଚନ ଅବସରରେ ଏହି ମନ୍ତବ୍ୟ ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।
Politics
ପୁଣି ଆସିବେ ଶାହ, ୨୮ରେ ସମ୍ବଲପୁର
ଅମିତ ଶାହ ୨୮ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ସମ୍ବଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ।
National
'ଗୋଟିଏ ଦେଶ, ଗୋଟିଏ ନିର୍ବାଚନ' ପାଇଁ ଜେପିସି କମିଟିରେ ୩୯ ସଦସ୍ୟ, ଓଡ଼ିଶାରୁ ୪ ସାଂସଦ
ଶାସକ ଏନଡିଏରୁ ୨୭ ଓ ବିଭିନ୍ନ ବିରୋଧୀ ଦଳରୁ ୧୨ ସାସଂଦଙ୍କୁ ଜେପିସିରେ ମିଳିଲା ସ୍ଥାନ। ଓଡ଼ିଶାରୁ ବୈଜୟନ୍ତ, ଭର୍ତ୍ତୃହରି, ସମ୍ବିତଙ୍କ ସମେତ ମାନସ ମଙ୍ଗରାଜ କମିଟିରେ ସାମିଲ।
Politics
ଦଳିତ ଶିକ୍ଷାର୍ଥୀଙ୍କ ପାଇଁ କେଜ୍ରିୱାଲଙ୍କ ‘ଆମ୍ବେଦକର ବୃତ୍ତି”
ବର୍ତ୍ତମାନ ଦେଶରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଆମ୍ବେଦକରଙ୍କ ପ୍ରସଙ୍ଗରେ ଦେଇଥିବା ବୟାନକୁ ନେଇ ବିବାଦ ଲାଗି ରହିଛି।
Politics
ସଂସଦରେ ଧକ୍କା କାଣ୍ଡ: ରାହୁଲ ଗାନ୍ଧିଙ୍କ କେସ୍ର ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।