ପ୍ରଶଂସା କଲେ, ଗ୍ୟାରେଣ୍ଟି ଦେଲେ | Odisha Reporter
Advertisment
ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚଣ୍ଡିଖୋଲରେ ଓଡ଼ିଆ ଜାତିର ଆରଧ୍ୟା ଦେବତା ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇଲେ । ପ୍ରଥମେ ସରକାରୀ ସଭା ପରେ ବିଜେପିର ସାଧାରଣ ସଭା । ଜିପ୍ ମାଧ୍ୟମରେ ହଜାର ହଜାର ଲୋକଙ୍କ ଭିତରୁ ଏଣ୍ଟ୍ରି ମାରିଲେ ମୋଦି । ନିର୍ବାଚନ ଋତୁରେ ମୋଦିଙ୍କ ଆଗମନ ଅନେକ ଆଶା-ଆକାଂକ୍ଷା ଏବଂ ଭବିଷ୍ୟତକୁ ନେଇ ଶଙ୍କା ବଢାଉଥିଲା । ଆଉ ଚଣ୍ଡିଖୋଲର ବେଣାପୁର ପଡିଆରେ ପ୍ରଧାନମନ୍ତ୍ରୀ ପରିବାରବାଦ କଥାକୁ ନେଇ ଇଣ୍ଡି ମେଣ୍ଟ ଉପରେ ବର୍ଷିଥିଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us