Advertisment

କ୍ରମାଗତ ତୃତୀୟ ଥର ପାଇଁ ଜିତିଲେ ମୋଦି

ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ଜିତିଥିଲେ ହେଁ ବିଜୟ ବ୍ୟବଧାଦ ୧.୫୦ ଲକ୍ଷ ରହିଛି।

author-image
Hemant Lenka
PM Modi

PM Modi

କଡ଼ା ଟକ୍କର ଭିତରେ ଉତ୍ତର ପ୍ରଦେଶର ବାରାଣସୀ ଆସନରେ ବିଜୟୀ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୧୪ ଓ ୨୦୧୯ରେ ମୋଦି ଏହି ଆସନରୁ ଏକତରଫା ଭାବେ ବିଜୟୀ ହୋଇଥିଲେ।

Advertisment

କିନ୍ତୁ ଏଥର ତାଙ୍କୁ କଂଗ୍ରେସର ଅଜୟ ରାୟ କଡ଼ା ଟକ୍କର ଦେଇଛନ୍ତି। ମୋଦି କ୍ରମାଗତ ତୃତୀୟ ଥର ପାଇଁ ଏଠାରୁ ଜିତିଥିଲେ ହେଁ ବିଜୟ ବ୍ୟବଧାଦ ୧.୫୦ ଲକ୍ଷ ରହିଛି।

ମୋଦିଙ୍କୁ ୬,୧୨,୯୭୦ ଖଣ୍ଡ ଭୋଟ ମିଳିଛି। ସେ ଅଜୟ ରାୟଙ୍କୁ ୧,୫୨,୫୧୩ ଖଣ୍ଡ ଭୋଟରେ ହରାଇଛନ୍ତି। ଅଜୟ ରାୟଙ୍କୁ ୪,୬୦,୪୫୭ ଖଣ୍ଡ ଭୋଟ ମିଳିଛି। 

Advertisment
Lok Sabha Election LokSabhaElectionResults2024 Lok Sabha Election Result