ୱାର ରୁମରେ ପିଏମ୍ | Odisha Reporter
ଗତକାଲି ସନ୍ଧ୍ୟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକ ହୋଇଥିଲା। ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବୈଠକ ଆରମ୍ଭରେ କିଏ କେଉଁ ଦାୟିତ୍ୱରେ ଅଛନ୍ତି ପଚାରି ବୁଝିଥିଲେ। ତା ପରେ ପୁରୁଣା କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ। ମୋଦି ସଂଗଠନ ଦାୟିତ୍ୱରେ ଥିବା ବେଳେ ୧୯୮୬ ମସିହାରେ ପାର୍ଟି ଅଫିସ ଆସିଥିବାର କଥାକୁ ମାନେ ପକାଇଥିଲେ। ଏହାଛଡ଼ା ସେତବେଳେର ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ମୋଦି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
