Advertisment

୩୮ ବର୍ଷ ପରେ ପାର୍ଟି ଅଫିସ ଆସି ଭାବବିହ୍ୱଳ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଗତକାଲି ସନ୍ଧ୍ୟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକ ହୋଇଥିଲା। ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ।

Advertisment

ଗତକାଲି ସନ୍ଧ୍ୟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କାର୍ଯ୍ୟକର୍ତ୍ତା ସମୀକ୍ଷା ବୈଠକ ହୋଇଥିଲା। ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟମାନଙ୍କ ସହ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ବୈଠକ ଆରମ୍ଭରେ କିଏ କେଉଁ ଦାୟିତ୍ୱରେ ଅଛନ୍ତି ପଚାରି ବୁଝିଥିଲେ। ତା ପରେ ପୁରୁଣା କଥାକୁ ମନେ ପକାଇ ଭାବବିହ୍ୱଳ ହୋଇଥିଲେ। ମୋଦି ସଂଗଠନ ଦାୟିତ୍ୱରେ ଥିବା ବେଳେ ୧୯୮୬ ମସିହାରେ ପାର୍ଟି ଅଫିସ ଆସିଥିବାର କଥାକୁ ମାନେ ପକାଇଥିଲେ। ଏହାଛଡ଼ା ସେତବେଳେର ଦାୟିତ୍ୱରେ ଥିବା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ମନେ ପକାଇଲେ ମୋଦି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bjp PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe