କାହାର ହେବ ଶପଥ ଜୁନ୍ 10 ନା ଜୁନ୍ 9 ? | PM Narendra Modi Vs CM Naveen Patnaik | Odisha Reporter
Advertisment
ଓଡ଼ିଶାରେ ପାଦ ରଖି ବିଜେଡିକୁ ଘନାଘନ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ବ୍ରହ୍ମପୁର କନିଷି ଜନସଭା ହେଉ କିମ୍ବା ନବରଙ୍ଗପୁର ସଭା । ଜୁନ୍ ୪ରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ଡେଟ୍ ଲେଖାଯାଇଛି ବୋଲି କହିଥିଲେ ମୋଦି । ଦାମ୍ଭିକତାର ସହ ଆହୁରି କହିଥିଲେ, ଏଥର ଓଡ଼ିଶାରୁ ବିଜେଡି ଯାଉଛି । ମାସେ ପରେ ଅର୍ଥାତ୍ ୬ ଜୁନ୍ରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଫାଇନାଲ ହେବ। ୧୦ ଜୁନ୍ରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ହେବ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us