Advertisment

ଭାରତରେ ମିଶିଯିବ ପାକିସ୍ତାନ!

ଏବେ ଖୋଦ ପାକିସ୍ତାନ ଭାରତରେ ବିଲୟ ହେବ। ଯାହାକୁ ଆଣିବା ପାଇଁ ଚାହୁଁଥିଲେ, ସେମାନେ ଆପେ ଆସିବାକୁ ବିଦ୍ରୋହ କଲେଣି। ଖୋଦ ପାକିସ୍ତାନ ଅଧିକୃତ କାଶ୍ମୀରର ଲୋକେ ଭାରତରେ ମିଶିବାକୁ ଦାବି କଲେଣି। ସୀମା ଏପଟେ ପ୍ରଥମେ ଚନ୍ଦ୍ରାୟନ, ତାପରେ ଆଦିତ୍ୟ ମିଶନ। ସୀମା ସେପଟେ ଭୋକରେ ଲୋକେ ଖାଇବାକୁ ପାଉନାହାଁନ୍ତି। ପାକିସ୍ତାନରେ ଥିବା ଲୋକ କହୁଛନ୍ତି ଆମେ ଭାରତରେ ବଞ୍ଚିବାକୁ ଚାହୁଁଛୁ...

author-image
Debendra Prusty

Pakistan Jammu Kashmir