Advertisment

ମୁଣ୍ଡଟା ଟିକେ ବୁଲେଇ ଦେ’!

ବିକ୍ଷୋଭକାରୀଙ୍କୁ ସାମ୍ନା କରିବାକୁ କମିଶନରେଟ ପୁଲିସର ନୂଆ କୌଶଳ। ଅଧିକ ସଂଖ୍ୟକ ପୁଲିସ ଆହତ ଦର୍ଶାଇବାକୁ ନୂଆ ଥିଓରୀ। ସାମ୍ନାକୁ ଆସିଲା ଦୁଇ ମହିଳା ପୁଲିସଙ୍କ ବାର୍ତ୍ତାଳାପ। କ୍ୟାମେରା ସାମ୍ନାରେ ଏକ୍ସପୋଜ ହେଲା ପୁଲିସର ରଣନୀତି। ପୂରା ଖବରକୁ ଯିବା ପୂର୍ବରୁ ପ୍ରଥମେ ଭିଡିଓ ଉପରେ ନଜର ପକାନ୍ତୁ।

Bjp BjD Odisha Police Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe