କେତେବେଳେ ଗୋଲାପୀ, କେତେବେଳେ ନୀଳ ତ୍ ଆଉ କେତେବେଳେ ଧୂସର। ପ୍ରତିଦିନ ବଦଳୁଛି 5T ସଚିବଙ୍କ ସୁରକ୍ଷାରେ ଥିବା ପୁଲିସ୍ ଅଧିକାରୀଙ୍କ ଡ୍ରେସର ରଙ୍ଗ। 5ଟି ସଚିବ ଭି କେ ପାଣ୍ଡିଆନଙ୍କ ବ୍ରହ୍ମପୁର କାର୍ଯ୍ୟକ୍ରମରେ ଏମିତି କିଛି ଟିସାର୍ଟରେ ନଜର ଆସିଥିଲେ ପୁଲିସ।