ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପ୍ରସଙ୍ଗ । ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ । ଅଗଷ୍ଟ ୩୧ରେ ହେବାକୁ ଥିବା ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ହେବା ପରଠୁ ବିପିନି ଗୋଷ୍ଠୀର ୧୪ ସମିତି ସଭ୍ୟ ବୋମକାଇ ଗ୍ରାମରେ ଗୋଟିଏ ଘରେ ରହୁଛନ୍ତି। ଆଉ ଏଥିରେ ସାମିଲ ହୋଇ ଗ୍ରାମବାସୀ ନେତାଙ୍କୁ ଜଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Politics
‘ମୋତେ ମାରିଦେଇଥା’ନ୍ତେ’
‘ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ। କୌଣସି ପ୍ରକାରେ ପିଏସ୍ଓ ସେମାନଙ୍କ କବଳରୁ ଖସିଯାଇଥିଲେ।’
Politics
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ
ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।
Politics
‘ସେମାନଙ୍କ ସେ ଅଭ୍ୟାସ ଯାଇନି, ଭାବୁଛନ୍ତି ଏବେବି ଶାସନରେ ଅଛନ୍ତି’
ସେମାନଙ୍କ ଶାସନ ଗଲାଣି, ବିଜେପିର ଶାସନ ଆସିଲାଣି- ଏ କଥା ସେମାନେ ବୁଝିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ହେଲେ କାହା ଉଦ୍ଦେଶ୍ୟରେ ଏ କଥା କହିଛନ୍ତି ସେ?
Politics
ବବିଙ୍କ ଭାଇ କ୍ଷମାପ୍ରାର୍ଥନା ସହ ସରେଣ୍ଡର କଲେ କାହିଁକି?
ଗତକାଲି ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।