Advertisment

ସୂର୍ଯ୍ୟଙ୍କ ଗଡରେ ବିପିନଙ୍କ ରାଜୁତି !

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପ୍ରସଙ୍ଗ । ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ ।

Advertisment

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ ପ୍ରସଙ୍ଗ । ଗୋଟିଏ ଘରେ ରହୁଛନ୍ତି ୧୪ ସମିତି ସଭ୍ୟ । ଅଗଷ୍ଟ ୩୧ରେ ହେବାକୁ ଥିବା ବ୍ଲକ ଅଧ୍ୟକ୍ଷା ଉପନିର୍ବାଚନ ବାତିଲ ହେବା ପରଠୁ ବିପିନି ଗୋଷ୍ଠୀର ୧୪ ସମିତି ସଭ୍ୟ ବୋମକାଇ ଗ୍ରାମରେ ଗୋଟିଏ ଘରେ ରହୁଛନ୍ତି। ଆଉ ଏଥିରେ ସାମିଲ ହୋଇ ଗ୍ରାମବାସୀ ନେତାଙ୍କୁ ଜଗିଛନ୍ତି।

Advertisment
Odisha BjD Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe