Advertisment

ପୁଣି ବିଜେପି-ବିଜେଡିରେ ହେବ କଡ୍ଡା ଟକ୍କର

ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ ବିଜେପି-ବିଜେଡି।

Advertisment

ସାଧାରଣ ନିର୍ବାଚନର ଦୁଇ ମାସ ପରେ ପୁଣି ମୈଦାନରେ ମୁହାଁମହିଁ ହେବେ ବିଜେପି-ବିଜେଡି। ପଞ୍ଚାୟତ ସମିତି ଉପନିର୍ବାଚନରେ ହେବ ବଳ କଷାକଷି। ବିଜେଡି ପାଇଁ ଅଗ୍ନି ପରୀକ୍ଷା, ଶାସକ ଦଳ ବିଜେପି ପାଇଁ ସମ୍ମାନର ପ୍ରଶ୍ନ। ୫ଟି ବ୍ଲକ ଅଧ୍ୟକ୍ଷ ଆଉ ଗୋଟିଏ ଉପାଧ୍ୟକ୍ଷ ପଦବି ପାଇଁ ହେବ ଉପନିର୍ବାଚନ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Bjp BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe