ସରକାରକୁ ହଲେଇ ଦେବେ କି ଦେଶୀ ମଦ ବେପାରୀ? | Odisha Reporter
ପାଖେଇ ଆସିଲାଣି ନିର୍ବାଚନ ବେଳ। ଏହି ବେଳରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ସମୟରେ ଦେଶୀ ମଦ ଏବଂ ଟଙ୍କାର ବହୁଳ ବ୍ୟବହାର ହେଉଥିବା ଅଭିଯୋଗ ହୁଏ। ନିର୍ବାଚନ ବେଳେ ରାଜନୈତିକ ଦଳଗୁଡ଼ିକ ମଦ, ମାଂସ ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରୁଥିବା ଅଭିଯୋଗ ହୁଏ। ଏବେ ଆଇଟି ରେଡରେ କୋଟି କୋଟି ଟଙ୍କା ବାହାରୁଥିବା ନେଇ ରାଜ୍ୟବାସୀଙ୍କ ମନରେ ଅନେକ ପ୍ରଶ୍ନ। ଏହାରି ମଧ୍ୟରେ ବିଜେପି ପ୍ରଶ୍ନ ଉଠାଇଛି, ରାଜ୍ୟରେ କାହିଁକି ଗତ 25 ବର୍ଷ ଧରି ଦେଶୀ ମଦ ଭାଟିର ଅକସନ୍ ହୋଇନି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
